ଫଳିଛି ବିଭିନ୍ନ କିସମର ଆମ୍ବ, ପିଜୁଳି, ସପୁରି ଓ ବେଲ ଭଳି ଫଳ । ଲ୍ୟାବରେ ଚାଲିଛି ପରୀକ୍ଷା ନିରିକ୍ଷା । ଏ ଦୃଶ୍ୟ କେଉଁ କ୍ଷତର ନୁହେଁ । ଏହା ହେଉଛି ରାଜଧାନୀ ଭୁବନେଶ୍ୱର ଆଇଗିନିଆ ଅଞ୍ଚଳରେ ଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପରିସରର ଚିତ୍ର
#Bhubaneswar #Horticulture #Odisha #ArgusNews