STF କବଜାରେ ବଜ୍ରକାପ୍ତା ବ୍ୟବସାୟୀ !
ଖୋର୍ଦ୍ଧା ଅଞ୍ଚଳରୁ ୩ ବଜ୍ରକାପ୍ତା ବ୍ୟବସାୟୀଙ୍କୁ STF ଗିରଫ କରିଥିବା ଜଣାପଡିଛି। ଆଠଗଡ଼ ବଡ଼ମ୍ବା ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଆଣି ଖୋର୍ଦ୍ଧା ଅଞ୍ଚଳରେ ଡିଲ ସମୟରେ STF 3ଜଣଙ୍କୁ ଗିରଫ କରିଛି
#ArgusNews #pangolin #STFraid #Odisha