ଡିଜିଟାଲ ଦୁନିଆରେ ପ୍ରବେଶ କଲେ ଅନେକ ସମସ୍ୟା ଆସିଥାଏ । ଅନେକ ସମସ୍ୟାର ସମାଧାନ ଥାଇ ବି ହୋଇପାରେନା । କିନ୍ତୁ ଏସବୁର ଚୁଟକୀରେ ସମାଧାନ କରିବାକୁ ମାର୍କେଟକୁ ଆସିଛି ‘ଫନ୍ ଆଟ୍ ୱାର୍କ’ । ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ‘ଫନ୍ ଆଟ୍ ୱାର୍କ’ ଓ ‘ଡିଭାଇନ ବାଇଟ’ ଲୋକାର୍ପିତ ହୋଇଛି ।
#bhubaneswar #funatwork #Odisha #ArgusNews