ବାଲେଶ୍ୱର ଜିଲ୍ଲା ରେମୁଣା ଗଣେଶ୍ୱରପୁର ଅଂଚଳରେ ବିଦ୍ୟୁତ ଆଘାତରେ ଏକ ମାଙ୍କଡ଼ଟିର ମୃତ୍ୟୁ ହୋଇଯାଇଥିଲା। ଗାଁ ଲୋକେ ଏହା ଦେଖିବା ପରେ ଏକତ୍ରିତ ହୋଇ ମଣିଷଙ୍କ ପରି କରାଇଛନ୍ତି ଶବ ସଂସ୍କାର। ଯାହା ସେ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି।
#Balasore #remuna #monkey #funeral #Hanuman #Odisha #ArgusNews