#ଗଜପତି_ଜିଲ୍ଲାରେ_ଅଭାବି_ସାର_ବିକ୍ରି_ଅଭିଯୋଗ !
ଜମି ସାରଦେବା ସମୟରେ ଚାଷୀଙ୍କୁ ମିଳୁନି ସାର । ସାର ପ୍ରତି ପ୍ୟାକେଟ ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟର ଦୁଇଗୁଣ ଦରରେ ବିକ୍ରି କରାଯାଉଛି । ଗଜପତି ରୁ ଦେଖିବା ଏହି ରିପୋର୍ଟ
#gajapati #fertilizer #corruption #farmerproblems #gajapatinews #hikeprice #odishagovt #odisha #argusnews