ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି, ଅଳିଆ ଗଦାରେ ଶହ ଶହ ସ୍ବାସ୍ଥ୍ୟକାର୍ଡ। ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଅଳିଆ ଗଦାରେ ଶହ ଶହ ସ୍ବାସ୍ଥ୍ୟ କାର୍ଡ ପଡିଥିବା ଦେଖିବାକୁ ମିଳିଛି।
#ArgusNews #Gajapati #HealthCard #Odisha