ଦୁଇ ଦୁଇଟି ପୁଅ ଅଛନ୍ତି ହେଲେ କେହି ପଚାରୁନାହାନ୍ତି । ସେପଟେ ଭତ୍ତା ମିଳୁଛି କିନ୍ତୁ ଏକାଉଣ୍ଟକୁ ଚାଲିଯାଉଛି । ମୁଁ ଜଣେ ଭିନ୍ନକ୍ଷମ ବୃଦ୍ଧ, ବ୍ୟାଙ୍କ କୁ ଯାଇପାରୁନି । ତେଣୁ ମୋତେ ହାତରେ ଆଣି ଭତ୍ତା ଦେବାକୁ କହିଲେ କେହି ଶୁଣନାହାନ୍ତି । ସେଥିପାଇଁ ଏମିତି ବୁଲି ବୁଲି ଭିକ୍ଷା ମାଗୁଛି ।
#ArgusNews #helpless #oldman #Divyang #Gajapati #Mohana #Odisha