ସର୍ବସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭିତିଭୂମି ସଜାଡିବା ସହ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଦୂର୍ଗମ ଅଞ୍ଚଳରେ ସରକାରଙ୍କ ଉଦ୍ଦେଶ୍ୟ ପୁରଣ ହୋଇପାରୁନି । ଜରାଜୀର୍ଣ୍ଣ ଅବସ୍ଥାରେ ଡାକ୍ତରଖାନା ଥିବା ବେଳେ ନୀୟମିତ ଡାକ୍ତର ଆସୁନଥିବା ଅଭିଯୋଗ ହେଉଛି । ଗଜପତି ମୋହନାରୁ ଦେଖିବା ଏହି ରିପୋର୍ଟ
#gajapati #Mohana #Hospital #healthcenter #ArgusNews