ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ ବିବିଧ ବିକାଶ ସମେତ ଆୟ ବୃଦ୍ଧି ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବା ସହ ସ୍ୱତନ୍ତ୍ର କୃଷି ବଜେଟ ଆଣୁଥିବା ବେଳେ ଜଳସେଚନ ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ସାଙ୍ଗକୁ ଶାଖା କେନାଲ ଗୁଡିକ ବର୍ଷ ବର୍ଷ ଧରି ମରାମତି ନ ହେବା ଫଳରେ ଚାଷୀ ମାନେ ଜମିର ତଳମୁଣ୍ଡା ପର୍ଯ୍ୟନ୍ତ ଜଳସେଚନ ସୁବିଧାରୁ ବଂଚିତ ହେଉଥିବା ଜଣାପଡିଛି l
#ganjam #Chhatrapur #farmersIssue #agricultural #Irrigation #Corruption #ArgusNews