#ସରକାର_ଓ_ପ୍ରସାଶନ_ଉପରେ_ବର୍ଷିଲେ_ବିଧାୟକ_ପ୍ରଦୀପ_ପାଣିଗ୍ରାହୀ
ଗଞ୍ଜାମର ସିନିୟର ଲିଡରଙ୍କ ମୁହଁରେ ତୁଣ୍ଡି କାହିଁକି ? ୨୩ ବର୍ଷ ପରେ କ'ଣ ଶଙ୍ଖ ଚିହ୍ନ ଭୁଲି ଗଲେଣିକି ଲୋକେ ? ୨୩ ବର୍ଷ ପରେ ଗଞ୍ଜାମ ୧ ନମ୍ଵର ହେବାର ସ୍ଵପ୍ନ ଆସିଲା କାହିଁକି ? ୨୦୨୪ କୁ ଲକ୍ଷ୍ୟ କରି ଏହି ସପ୍ନ କି ?
#ArgusNews #Ganjam #2024Election #BJP #BJD #Controvercy #MLAPradeepPanigrahi #Odisha