ଶତାୟୁ ସ୍କୁଲ ଏବେ ଭଙ୍ଗା ଦଦରା । ଗଞ୍ଜାମ ଆସିକାରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । କରାଯାଉନି ସ୍କୁଲର ଉନ୍ନତି କରଣ କାର୍ଯ୍ୟ । କେଉଁଠି ସ୍କୁଲର ଛାତରୁ ପାଣି ଗଳୁଛି କାନ୍ଥ ଓ ବାଡ ଓ ବସିବା ସ୍ଥାନ ଭାଙ୍ଗି ରୁଜି ଯାଇଛି । ତ ଆଉ କେଉଁଠି ଆଡ଼ବେଷ୍ଟ ଓ ଟିଣ ଘରେ ପାଠ ପଢା ଯାଉଥିବାର ଦୁଶ୍ୟ।
#Ganjam #Aska #SchoolIssue #educationsystem #Odisha #ArgusNews