ପରିଣତ ବୟସରେ ଦୁଇ ପୁଅଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ର ସରସ୍ୱତି ନାୟକ । ଘର ଖଣ୍ଡିଏ ପାଇଁ ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ଦିନ ଗଲା ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇପାରିଲେ ନାହିଁ
#Ganjam #AwasYojanafailed #nohouse #OdishaGovt #ArgusNews