ଗଂଜାମ ବେଲଗୁଣ୍ଠା ବ୍ଲକ ପାଇଲିପଡା ପଂଚାୟତ ଜାଲଖାଇ ଗ୍ରାମବାସୀଙ୍କ ପାଇଁ ରାସନ ସାମଗ୍ରୀ ପାଇବା ଦୁଃଖ ବଢିଯାଇଛି । ପ୍ରାୟ ୪ କିଲୋମିଟର ଦୂର ପଞ୍ଚାୟତ କୁ ଯିବାପାଇଁ ଏକ ନଦୀ ଦେଇ ଯିବାକୁ ପଡୁଥିବା କାରଣରୁ ରାସନ ସାମଗ୍ରୀ ଆଣିବାରେ ସମସ୍ୟା ସୃଷ୍ଟି ହେଉଛି । ତ୍ରିସ୍ତରୀୟ ପଂଚୟତ ନିର୍ବାଚନ ପରଠାରୁ ଗ୍ରାମବାସୀଙ୍କ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ପୂର୍ବ ଭଳି ଗାଁରେ ରାସନ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ
#Ganjam #Belaguntha #Ration #Comunication #ArgusNews