ବନବିଭାଗର ପ୍ରୟାସ ବିଫଳ । 5 ଦିନ ଧରି ଚିକିତ୍ସା ସତ୍ତ୍ୱେ ଅସୁସ୍ଥ ହାତୀକୁ ବଞ୍ଚାଇ ପାରିଲେନି ଡାକ୍ତର । ଗଞ୍ଜାମ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ରେଞ୍ଜ ଲେଙ୍ଗଡ଼ା ଗ୍ରାମ ନିକଟ ଜଙ୍ଗଲରେ ପ୍ରଥମେ ଅସୁସ୍ଥ ହାତୀକୁ ଠାବ କରାଯାଇଥିଲା ।
#ArgusNews #ElephantDeath #ForestDepartment #Ganjam #bhanjanagar #Odisha