#ଅସ୍ବଭାବିକ_ବଢ଼ିଚାଲିଛି_ମାଂସ_ପିଣ୍ଡୁଳା !
ମାଂଶ ପିଣ୍ଡୁଳା ଏମିତି ଭାବରେ ବଢୁଛି ଯେ ବୃଦ୍ଧାଙ୍କୁ ଦେଖିବା ଖାଇବା ପାଇଁ ଭାରି କଷ୍ଟ ହେଉଛି । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସା ପାଇଁ ମେଡିକାଲ କେବେ ଯାଇନାହାନ୍ତି । ଏଭଳି ସ୍ଥିତିରେ ଯନ୍ତ୍ରଣା ଦିନକୁ ଦିନ ବଢ଼ୁଥିବାରୁ ଚିକିତ୍ସା ଅପେକ୍ଷାରେ ବୃଦ୍ଧା ଜଣକ । ଗଞ୍ଜାମ ଭଞ୍ଜନଗରରୁ ଦେଖିବା ଏହି ରିପୋର୍ଟ
#ArgusNews #Ganjam #Bhanjanagar #NeedHelp #Treatment #Odisha