ଗୁରୁତର ଅବସ୍ଥାରେ ଯୁବକଙ୍କୁ ଏମକେସିଜି ମେଡିକାଲ ସ୍ଥାନାନ୍ତର । ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଡାକବଙ୍ଗଳା ନିକରେ ଏଭଳି ଘଟଣା ଘଟିଛି । ଆଜି ସକାଳୁ ଗୋଲାସାହିର ବଳିଆ ଗୌଡ଼ ନାମକ ଯୁବକଙ୍କୁ ଏକ ଷଣ୍ଢ ଆକ୍ରମଣ କରିଥିଲା ।
#Bull #BullAttack #MKCGMedical #Ganjam #Attack #ArgusNews