ଅନ୍ଧୁଣି ମା ଅଖିରୁ ଗଡ଼ୁଛି ଲୁହ। ଏହି ବୃଦ୍ଧାଙ୍କ ଉପରେ ମାନସିକ ଭାରସାମ୍ୟ ହରାଇଥିବା ପୁଅଙ୍କ ବୋଝ । ନା ମାଙ୍କ ଆଖିକୁ ଦେଖାଯାଉଛି ନା ପୁଅ ଘର କଥା କିଛି ବୁଝି ପାରୁଛି। ଭଗବାନଙ୍କ ଭରସାରେ ଭଙ୍ଗାଦଦରା ଘରେ ପଡ଼ି ରହିଛନ୍ତି ମା' ପୁଅ।
#Ganjam #Chhatrapur #Helpless #Homeless #NeedHelp #Odisha #ArgusNews