ନାହିଁ ନାହିଁରେ ଚାଲିଛି ସର୍ବପୁରାତନ ସ୍କୁଲ !
ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ବିଭିନ୍ନ ଯୋଜନା କରି ଚାଲିଛନ୍ତି। ପିଲାମାନଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଂଚାଇବା ପାଇଁ ୫ ଟି ରୂପାନ୍ତରୀକରଣ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ହେଲେ ଗ୍ରାମାଞ୍ଚଳରେ ଥିବା ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଚରମ ଅବହେଳାର ଶିକାର ହେଉଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଚରମ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି
#ArgusNews #Ganjam #Chhatrapur #SchoolProblem #Odisha