#ଗଞ୍ଜାମରେ_ଠିକା_କମ୍ପାନୀ_କରୁଛି_ଗୁଣ୍ଡାରାଜ !
କାମ ବନ୍ଦ କରିବା ସହ ଧାରଣାରେ ବସିଲେ ଶହ ଶହ ଚାଷୀ । ଋଷିକୂଲ୍ୟା ନଦୀ ରେ ଆଡ଼ିବନ୍ଧ ନିର୍ମାଣ ନାଁ ରେ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର କାଜୁ ଏବଂ ମୂଲ୍ୟବାନ ଗଛ କାଟିଦେଲା ଠିକା କମ୍ପାନୀ
#Ganjam #contratualCompany #FarmerProblem #RushikulyaRiver #ArgusNews #Odisha