ବର୍ଷା ଧୋଇନେଲା ବାଉଣ୍ଡ୍ରି ୱାଲ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ ପାଟଣା ପଞ୍ଚାୟତ ଗ୍ରାମୀଣ ଉଦ୍ୟାନ ପାର୍କ ର ବାଉଣ୍ଡ୍ରି ୱାଲ ଅସରାଏ ବର୍ଷାରେ ଭୁଶୁଡି ପଡିଛି l ଗୋଟିଏ ବର୍ଷ ବି ଛିଡ଼ାହୋଇ ରହିପାରିଲାନି ବାଉଣ୍ଡ୍ରି ୱାଲ । ଗଞ୍ଜାମରୁ ଦେଖିବା ଏହି ରିପୋର୍ଟ
#Ganjam #Park #boundarywall #Collaps #Corruption #ArgusNews