#ଗଞ୍ଜାମ_ଖଲ୍ଲିକୋଟ_ଏନଏସି_ଗଠନ_ହେବାର_ବିତିସାରିଲାଣି_୫୦_ବର୍ଷ
ହେଲେ ଏନଏସିରେ ସେହିଭଳି କିଛଇ ଆଖି ଦୃଶିଆ ଉନ୍ନତି ହେବାର ନଜିର ଆସିନାହିଁ । ଦୀର୍ଘ 3 ବର୍ଷ ପରେ ପୌର ନିର୍ବାଚନରେ ଭୋଟର ମାନେ ସିଧା ସଳଖ ପୌରପାଳ ଓ ନଗରପାଳ ନିର୍ବାଚିତ କରିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ଖଲ୍ଲିକୋଟ ସହରରେ ନେତା ଓ ଜନତା ମହଲରେ ଚର୍ଚା ଲାଗି ରହି ଥିବା ବେଳେ ନଗରପାଳ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଛି ।
#Ganjam #khallicourt #Govtdevelopment #elections #Odisha #ArgusNews