ଗଞ୍ଜାମରେ ଗତ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି ୨୧ ଦିନିଆ ଲୋକପର୍ବ ଦଣ୍ଡ ନାଚ । କାମନା ଦଣ୍ଡ ନାଁରେ ପରିଚିତ ଏହି ଯାତ୍ରାରେ ରୁଦ୍ର କାଳୀଙ୍କ ଆରାଧନା ସହିତ ପାଳିତ ହେଉଛି ଦଣ୍ଡ ଭୋଗ । ମାନସିକଧାରୀ ଭଗତା ମାନେ ବାନପ୍ରସ୍ଥ ଜୀବନ ଆରମ୍ଭ କରି କଷାୟବସ୍ତ୍ର ପରିଧାନ ପୂର୍ବକ ହାତରେ ଗୌରୀ ବ୍ରତ ,ଚମ୍ପାବର ଓ ,ମୟୂରଚନ୍ଦ୍ରିକା ଧରି ଗାଁକୁ ଗାଁ ଖାଲିପାଦରେ ପରିକ୍ରମା କରୁଛନ୍ତି
#Ganjam #Dolajatra #Odisha #ArgusNews