ଗଞ୍ଜାମ କଳିଙ୍ଗାଘାଟି ପଶ୍ଚିମବଙ୍ଗର ବସ୍ ଦୁର୍ଘଟଣା ଘଟଣା। ପଶ୍ଚିମବଙ୍ଗରୁ ଏକ ଟିମ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି। ବର୍ତ୍ତମାନ ୧୦ରୁ ଉର୍ଦ୍ଧ୍ବ ଗୁରୁତର ବ୍ରହ୍ମପୁର mkcg ରେ ଚିକିତ୍ସିତ ହେଉଛନ୍ତି। ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇ ଗୁରୁତର ମାନଙ୍କୁ ଦେଖା କରିବାର ସୂଚନା ରହିଛି।
#Ganjam #Kalingaghati #BusAccident #Tretment #MKCG #Odisha #ArgusNews