ଉଦ୍ଧାର ହେଲା ପରିତ୍ୟକ୍ତ କୂଅରେ ଫସିଥିବା ଛୁଆ ହାତୀ । ହାତୀକୁ ଉଦ୍ଧାର କରିବା ପାଇଁ କୂଅ ନିକଟରେ ଗାତ ଖୋଳା ଯାଇଥିଲା । ସେହି ରାସ୍ତା ଦେଇ ବାହାରକୁ ବାହାରିଲା ଛୁଆ ହାତୀଟି ।
#Ganjam #kandhamal #Border #Elephant #Recue #babyelephant #ArgusNews