ଖଲ୍ଲିକୋଟ ଏନ ଏ ସି ଗଠନ ହେବାର ୫୦ ବର୍ଷ ବିତିସାରିଲାଣି । ଲୋକମାନେ ଏବେବି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏହାକୁ ମୁଦ୍ଦାକରି ବିଜେପି ଖଲ୍ଲିକୋଟ ଏନ ଏ ସିରେ ଅଧ୍ୟକ୍ଷା ପ୍ରାର୍ଥୀନୀ ଓ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଦେଇଛି
#Ganjam #khalikote #Municipalityelection #Electioncampaign #Election2022 #ArgusNews