ଗଞ୍ଜାମ ସହରରେ ଥିବା ରାଜରାଜୁଡ଼ିଆ ଏଵଂ ବ୍ରିଟିଶ ଅମଳର ଏକ ପାରା ଭାଡ଼ି ଗମ୍ବଜ୍ଜ ସହ ପାରା ମାନଙ୍କ ଇତିହାସ ଯୋଡି ହୋଇ ରହିଥିବା ବେଳେ ଏବେ ସେହି ଇତିହାସ ଲୋପ ପାଇବାକୁ ବସିଛି । ରକ୍ଷଣବେକ୍ଷଣ ଅଭାବରୁ ଏବେ ଭାଙ୍ଗିବାକୁ ବସିଛି ଶହ ଶହ ବର୍ଷର ଐତିହ ।
#ArgusNews #PigeonCave #ganjam #heritage #history #Odisha