#ଗ୍ରାମାଞ୍ଚଳର_ବିକାଶ_ହେଲେ_ଦେଶର_ପ୍ରଗତି_ଦୁଇଗୁଣିତ_ହୁଏ
ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମବାସୀ । ଗାଁ କୁ ଯିବାକୁ ହେଲେ ଗ୍ରାମବାସୀଙ୍କ ପାଇଁ ବିଲ ହିଡ଼ ହି ଏକମାତ୍ର ସହାଭାରସା । ବର୍ଷା ଦିନେ ଛାତ୍ରଛାତ୍ରୀଙ୍କ ଅବସ୍ଥା ତ ନକହିବା ଭଲ, କାରଣ ବର୍ଷା ଦିନେ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିବା ହୁଏନି ସମ୍ଭବ । ପ୍ରଶାସନ ଜାଣିବି ଗ୍ରାମବାସୀଙ୍କ ସମସ୍ୟାର ହେଉନି ସମାଧାନ ।
#ArgusNews #Ganjam #RoadProblem #villagers #development #beguniapada #Odisha