#ସ୍କୁଲ_ସାମ୍ନାରେ_ଚଣା_ମୁଢ଼ି_ବିକିଲେ_ଛାତ୍ର ।
ନାମଲେଖାରୁ ବଞ୍ଚିତ ହୋଇ ବିଦ୍ୟାଳୟ ସମ୍ମୁଖରେ ଷଷ୍ଠ ଶ୍ରେଣୀର ଛାତ୍ର ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ପୁରୁଷୋତ୍ତମପୁର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ
#Ganjam #StudentProtest #Purusottampur #ArgusNews