ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିରେ ଅଟକିଲା ଯାତ୍ରୀବାହୀ ବସ, ଯାତାୟାତ ବାଧାପ୍ରାପ୍ତ। ଆଜି ଏକ ଯାତ୍ରୀବାହୀ ବସ ସୋରଡାରୁ ଦାରିଙ୍ଗବାଡି ଅଭିମୁଖେ ଯାଉଥିବା ବେଳେ ଘାଟିର ୧୩ନମ୍ବର ବୁଲାଣିରେ ଅଟକି ଯାଇଥିଲା ।
#ArgusNews #Ganjam #Soroda #PassengerBus #Odisha