ଆଜି ସକାଳେ ଗଞ୍ଜାମ ସିପକୁଦାକୁ ତହସିଲଦାର ଅରୁଣ କୁମାର ନାୟକ ବୁଲିବାକୁ ଯାଇଥିବା ବେଳେ ଗ୍ରାମ ଭିତରେ ତହସିଲଦାରଙ୍କ ଗାଡି ଦ୍ରୁତ ଗତିରେ ଯାଉଥିବା ଦେଖି ଉକ୍ତ ଗ୍ରାମର ଜଣେ ଯୁବକ ତାଙ୍କୁ ଅଟକାଇଥିଲେ ହେଲେ ତହସିଲଦାର ରାଗିଯାଇ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ପରବର୍ତ୍ତୀ ସମୟରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ତହସିଲଦାରଙ୍କ ଗାଡିକୁ ଅଟକ ରଖିବା ସହ ପାଟିତୁଣ୍ଡ କରିଥିଲେ।
#ganjam #TAHASILDAR #beaten #Odisha #ArgusNews