ଆଜି ବିଶ୍ବ ପାଳୁଛି ୱେଟଲ୍ୟାଣ୍ଡ ଡେ ଏହି ଅବସରରେ ନୁଆଁ କରି ଆଦ୍ରଭୁମି ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ତାମ୍ପରା ହ୍ରଦ ଠାରେ ଏହି ଦିବସ ପାଳନ କରାଯାଇଛି । ଏଥିରେ ବନ ବିଭାଗ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଗବେଷକ ମାନେ ଯୋଗଦେଇ ଜୀବ ସତ୍ତା ବଞ୍ଚିରହିବା ପାଇଁ ଆଦ୍ରଭୁମିର ଆବଶ୍ୟକତା ଏବଂ କେମିତି ଏହାର ସୁରକ୍ଷା କରାଯିବ ଗବେଷଣା କରାଯିବ ଏହି ବିଷୟରେ ଆଲୋଚନା କରିଥିଲେ....।
#ArgusNews #Ganjam #WorldWetlandsDay #tamparalake #Odisha