ନା ସେ ନିଜ ନାଁ କହୁଛନ୍ତି ନା କହୁଛନ୍ତି ଠିକଣା l ଗୁଣୁଗୁଣୁ ହୋଇ ସେ କହି ଯାଉଛନ୍ତି ଅନେକ କଥା l ହେଲେ ତାର ବେଦନା ବା କିଏ ବୁଝିବ l ସକାଳ ହେଲେ ସେ ପ୍ଲାଷ୍ଟିକ ଅଖାବସ୍ତା ଧରି ବଜାରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଅଳିଆ ଗୁଡିକୁ ବସ୍ତାରେ ଭରି ଅଳିଆ ଗଦାରେ ପକାଉଥିବା ବେଳେ ରାତିହେଲେ ସେହି ଅଳିଆଗଦା ନିକଟରେ ଥିବା ଡ୍ରେନ ପାଲଟିଛି ତାଙ୍କ ପାଇଁ ଶେଜ l
#ArgusNews #Garbagedump #poorman #Odisha