ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଥାଇଲାଣ୍ଡ ଏଗ୍ରୋ ନାମକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ ଲିକ ଯୋଗୁଁ 30ରୁ ଉର୍ଦ୍ଧ ଶ୍ରମିକ ଅସୁସ୍ଥ ହୋଇ ଖନ୍ତାପଡ଼ା ଡାକ୍ତର ଖାନରେ ଭର୍ତ୍ତି ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଅବସ୍ଥା ଗୁରୁତର ହେବରୁ ବାଲେଶ୍ୱର ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି...।
#Balasore #gasleak #labors #Odisha #ArgusNews