#GI_ଟ୍ୟାଗ_ଦୌଡ଼ରେ_କାଇ_ଚଟଣି
#ମୟୂରଭଞ୍ଜର_ନାଲି_ପିମ୍ପୁଡି_ଚଟଣି
#ପାଟିକୁ_ସୁଆଦ_ଦେହକୁ_ହିତ
ଘରେ ନାଲି ପିମ୍ପୁଡି ଦେଖିଲେ ଆମେ ଗୋଡ଼ାଉ । ହେଲେ ଏହି ବଡ ବଡ ନାଲି ପିମ୍ପୁଡି ବା କାଇରୁ ତିଆରି ହୁଏ ସୁଆଦିଆ ଚଟଣି । ମୟୂରଭଞ୍ଜର ଆଦିବାସୀମାନେ ତିଆରି କରନ୍ତି ଏହି ସ୍ବତନ୍ତ୍ର ନାଲି ପିମ୍ପୁଡି ବା କାଇ ଚଟଣି । ମୟୂରଭଞ୍ଜର ଗାଁ ଗହଳି ହାଟ ବଜାରରେ ମିଳେ ଏହି ସ୍ୱାଦିଷ୍ଟ ପିମ୍ପୁଡି ଚଟଣି । ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍ ମିଳିପାରିବ, ସେଥିପାଇଁ ଆରମ୍ଭ ହୋଇଛି ପ୍ରୟାସ ।
#mayurbhanj #kaichutney #gitag #tribalpeople #Odisha #ArgusNews