ଗୋଲ୍ଡଡେନ୍ ବାବା । ବାବାଙ୍କ ପାଖରେ ସବୁ ସୁନା ତିଆରି ଜିନିଷ । ଶଙ୍ଖ, ରାମଚନ୍ଦ୍ର, ବଂଶୀ ଭଳି ବିଭିନ୍ନ ପଦାର୍ଥ ସବୁ କିଛି ସୁନାରେ ତିଆରି । ଇତି ମଧ୍ୟରେ ବାବା ସୁନା ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ବାବାଙ୍କର ମାସ୍କ ମୂଲ୍ୟ ହେଉଛି ୫ଲକ୍ଷ ଟଙ୍କା । ମାସ୍କର ଭିତର ପାର୍ଶ୍ୱରେ ସାନିଟାଇଜର ଥିବା କହିଛନ୍ତି ବାବା ।
#ArgusNews #Odisha #ArguNewsTV #manojsengar #GoldenMask #GoldenBaba