#ପାହାଡ଼_ଉପରେ_ଷ୍ଟ୍ରବେରି_ଚାଷ !
ପାହାଡ଼ ଉପରେ ହୋଇଛି ଚାଷ । ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟ ହେଲେହେଁ ଏହାକୁ ସତ ପ୍ରମାଣିତ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ବେଲପଡା ଗାଁର ଚାଷୀ ରମେଶ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ । ରମେଶ ଓ ସବିତା ପଥର ଉପରେ ଫଳାଇଛନ୍ତି ଥାଇଲାଣ୍ଡ ବରକୋଳି ସାଙ୍ଗକୁ ସ୍ୱାଦିଷ୍ଟ ଷ୍ଟ୍ରବେରି
#ArgusNews #GoodNews #strawberryfarm #Gajapati #Mohana #Odisha