ପପୁ ଏବେ ବେଶ ପପୁଲାର । ପୌରାଣିକ ନାଟକରେ ନାରଦ ଭୂମିକାରେ ଅଭିନୟ କରି ତାଳିମାଡ଼ ଖାଉଥିବା ନୟାଗଡ଼ ଭାଟସାହିର ମଞ୍ଚ ଅଭିନେତା ପପୁନ ବିଶ୍ୱାଳ ଏବେ ସୋସିଆଲ ମିଡିଆରେ ସୃଷ୍ଟି କରିଛନ୍ତି କମ୍ପନ । ମଞ୍ଚ ଉପରେ ନାରଦ ଭୂମିକାରେ ତାଙ୍କର ଦମଦାର ଅଭିନୟ ଦେଖିଥିବା ଦର୍ଶକ ଏବେ ଫେସବୁକ ,ଇନଷ୍ଟାଗ୍ରାମ ଓ ୱେବ ମିଡିଆରେ ତାଙ୍କର ଅଭିନୟ ସହିତ ଗୀତ ଝୁଲରେ ନିତାଇ ଝୁଲକୁ ବାରମ୍ବାର ଦେଖିବା ସହିତ ଲାଇକ ଓ ସେୟାର କରିବାରେ ଲାଗିଛନ୍ତି । ଅଳ୍ପ ଦିନ ମଧ୍ୟରେ ୪୦ ଲକ୍ଷ ଦର୍ଶକଙ୍କ ହୃଦୟକୁ ଛୁଇଁଥିବା ଏହି ପୌରାଣିକ ନାଟକର ଅଭିନେତାଙ୍କ ଏହି ଗୀତାରେ ରହିଛି ସତରେ ଯାଦୁ
#GoodNews #Nayagarh #Narada #PapunBiswal #ViralSong #Acting #JhulreNitaiJhul #ArgusNews