ଯାହା ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟ ତାହା ଅପାଠୁଆ ଗାଁ ଲୋକଙ୍କ ମେଳି ଯୋଗୁଁ ହୋଇଛି ସହଜ । ପାହାଡ଼ ଉପରୁ ପ୍ରବାହିତ ଝରଣାର ଜଳକୁ ଲୋକେ ବୁଦ୍ଧି ଖଟାଇ ପହଞ୍ଚାଇଛନ୍ତି ଗାଁରେ । ଏଥିପାଇଁ ବହୁତ କିଛି ଖର୍ଚ୍ଚ କରିବାକୁ ପଡିନି ।
#GoodNews #Water #Fountain #Bamboo #Tribal #Udayagiri #Bhubaneswar #Odisha #ArgusNews