ପଦ୍ମ ଜାତୀୟ ଜଳ କଇଁ ମଞ୍ଜି (ମାଖନା ) ଏହାର ଖାଦ୍ୟ ଓ ଔଷଧୀୟ ଗୁଣ କାରଣରୁ ପାଲଟିଛି ସୁପର ଫୁଡ । ସ୍ୱାସ୍ଥ୍ୟ ସଚେତନ ବିଶ୍ୱବାସୀଙ୍କ ଦ୍ୱାରା ଏହାର ଚାହିଦା ବଢ଼ୁଥିବାରୁ ବଜାରରେ ରହିଛି ଭାଉ । ବିଶ୍ୱ ଚାହିଦାର ୯୦ ପ୍ରତିଶତ ମାଖନା ବିହାରରୁ ଅମଳ ହେଉଥିବା ବେଳେ ପଶ୍ଚିମବଙ୍ଗ ,ତ୍ରିପୁରା ଓ ଆସାମରେ ଏହାର ଚାଷ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ମାଳଦା ଅଞ୍ଚଳର ଜଣେ ଯୁବକ ପୁରୀ ଜିଲ୍ଲା କାକଟପୁର କାଦୁଆ ପଂଚାୟତର ପୂବେଇ ଗାଁରେ ନୂଆ କରି ଏହି ଚାଷ ଆରମ୍ଭ କରି ଦେଖାଇଛନ୍ତି ଆଶା
#GoodNews #Puri #Kakatpur #Makhanafarming #westbengalfarmer #ArgusNews