ଜଙ୍ଗଲିଆ ଜମିରେ ଏବେ ଜାତି ଜାତିକା ଫସଲ l ପ୍ରଯୁକ୍ତି ଜ୍ଞାନ କୌଶଳ ସହିତ ଜୈବିକ ଉପାୟ ଅବଲମ୍ବନ କରି ସମନ୍ବିତ କୃଷିରେ ସଫଳ ହୋଇଛନ୍ତି ନୟାଗଡ଼ର ଅବସର ପ୍ରାପ୍ତ ବନ ଅଧିକାରୀ ସୁରେଶ ଚନ୍ଦ୍ର ହୋତା । ଏକ ବର୍ଷର ଉଦ୍ୟମ ଫଳରେ କ୍ଷେତରେ ହସୁଛି ବିଦେଶୀ ଫଳ । ଆମ୍ବ ,କଦଳୀ ,ଫୁଲ ,ମହୁ ଓ ଜିଆ ଖତର ଅମଳ ଆରମ୍ଭ ହୋଇଥିବା ବେଳେ ଆଗକୁ ଅଧିକ ରୋଜଗାରର ସମ୍ଭାବନା ସୃଷ୍ଟି କରିଛି ଥାଇଲାଣ୍ଡ ପିଜୁଳି ଓ ଭିଏତନାମର ଡ୍ରାଗନ ଫ୍ରୁଟ
#GoodNews #Nayagarh #Exgovtemployee #farming #SuraeshChandraHota #ArgusNews