ଘାସ କାଟିବାକୁ ଆସି ଫେରି ପାରିଲେନି ଘରକୁ । ହଜିଗଲା ସ୍ମରଣଶକ୍ତି । ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାରୁ ଆସି ମୟୁରଭଞ୍ଜରେ ପହଂଚିଲେ । ସେଦିନ ଠାରୁ ମାନସିକ ଅସୁସ୍ଥତା ଭୋଗୁଥିବା ନିତାଇ ପରମାଣିକଙ୍କ ଠିକଣା ପାଲଟିଥିଲା ଝାରପୋଖରିଆ ଥାନା ଅଧିନସ୍ଥ ଘୁମା ଗାଁ । ବାଟବଣା ନିତାଇଙ୍କ ଠିକଣା ଏବେ ଜାଣିବା ପରେ ତାଙ୍କୁ ତାଙ୍କ ଘରେ ପହଞ୍ଚାଇ ଦେଇଛନ୍ତି ଆଶ୍ରୟ ଦାତା ହେମନ୍ତ ଦାସ । ୨୨ ବର୍ଷ ପରେ ହୋଇଛି ନିତାଇ ଓ ତାଙ୍କ ପତ୍ନୀ କଳ୍ପନାଙ୍କ ମିଳନ
#GoodNews #westbengal #Mayurbhanj #NitaiParamanika #ArgusNews