ପଣସ ବାବା !
ନାଁ ତାଙ୍କର ଅବିନାଶ ଦାସ ମହାରାଜ କିନ୍ତୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ପଣସ ବାବା । ବାବାଙ୍କ ନିଶା ହେଉଛି ଗଛ ଲଗାଇ ସୃଷ୍ଟି କରିବା ଜଙ୍ଗଲ । ଏଥିପାଇଁ ବାବା ବିଗତ ୭୦ ବର୍ଷ ହେଲା ନିଜର ଘର ଓ ପରିବାର ଠାରୁ ଦୁରେଇ ନୟାଗଡ଼ର ବରଦାୟିନୀ ପାହାଡ଼ରେ କରିଛନ୍ତି ଘର । ମଝି ପାହାଡ଼ରେ ମାଟି କୁଡ଼ିଆ କରି ପଥର ଚଟାଣରେ ଭରିଛନ୍ତି ସବୁଜିମା
#ArgusNews #GoodNews #PanasaBaba #Forest #Naturelover #Odisha