ଉଚ୍ଚ ପ୍ରଯୁକ୍ତିରେ ଚାରା ଉତ୍ପାଦନ କରି ସ୍ବାବଲମ୍ବନ !
ପାରମ୍ପରିକ କୃଷି ଓ ଘରୋଇ କାମ କରୁଥିବା ମହିଳାମାନେ ଏବେ ଦଳଗତ ଭାବେ ନୂଆନୂଆ ଆୟ ବୃଦ୍ଧି ପନ୍ଥା ଆପଣାଇ ଆର୍ଥିକ ସଶକ୍ତ ହେବାରେ ଲାଗିଛନ୍ତି । ଉପକୂଳରୁ ଉପାନ୍ତ ଯାଏଁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଶିଙ୍ଗାରୀ ଗାଁର ମହିଳା ଏକାଠି ହୋଇ ଆରମ୍ଭ କରିଛନ୍ତି ଉଚ୍ଚ ପ୍ରଯୁକ୍ତିରେ ପନିପରିବା ଚାରା ଉତ୍ପାଦନ ବ୍ୟବସାୟ । ଏହି ବ୍ୟବସାୟ ସେମାନଙ୍କୁ କମ ଜାଗା ଓ କମ ପୁଞ୍ଜି ବିନିଯୋଗରେ ଭଲ ଲାଭ ଦେଉଛି
#ArgusNews #GoodNews #Rayagada #BisamCuttack #SHGgroup #Odisha