#୧୨ପ୍ରକାର_ଚାଷ_କରିଛନ୍ତି_ଦିବ୍ୟାଙ୍ଗ_ଚାଷୀ !
ଜନ୍ମରୁ ସେ ଦିବ୍ୟାଙ୍ଗ । କିନ୍ତୁ ଚାଷ କରି ପ୍ରତିପୋଷଣ କରୁଛନ୍ତି ୬ ପ୍ରାଣୀ କୁଟୁମ୍ବ । ତାଙ୍କର ଡାହାଣ ଗୋଡ଼ ସାମାନ୍ୟ ଛୋଟ ହୋଇଥିବାରୁ ସମାଜ ଦୃଷ୍ଟିରେ ସେ ଜଣେ ଭିନ୍ନକ୍ଷମ । କିନ୍ତୁ ଅନ୍ୟଙ୍କ ଠାରୁ ସେ ନ୍ୟୁନ ନୁହଁନ୍ତି ବୋଲି ପ୍ରମାଣ କରିଦେଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ ପଂଚାୟତ ମଙ୍ଗଳାପାଟଣା ଗାଁର ସୁଦାମ ଜେନା
#ArgusNews #GoodNews #Jajpur #Handicapped #SudamJena #Agriculture #Odisha