କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଡେଣୁଆ ବାସିନ୍ଦା ପ୍ରମୋଦ ସାହୁ ପରିବା ଚାଷରୁ ସହିଥିଲେ ବ୍ୟାପକ କ୍ଷତି । ଏଭଳି ସମୟରେ ତାଙ୍କ ବଡ଼ ଭାଇ ୟୁ ଟ୍ୟୁବରୁ ଥାଇଲାଣ୍ଡ ଲାଲ ବରକୋଳି ଲାଭଦାୟକ ବୋଲି ଜାଣିବା ପରେ ଏହାକୁ ଚାଷ ପାଇଁ ଦେଇଥିଲେ ପରାମର୍ଶ । ଦୁଇ ଏକର ଜମିରେ ସେ ୫୦୦ କୋଳି ଚାରା ଲଗାଇ ପ୍ରଥମ ବର୍ଷ ୧୨ କ୍ୟୁଣ୍ଟାଲ ଅମଳ କରି ୬୦ ହଜାର ଆୟ କରିଥିବା ବେଳେ ଚଳିତ ବର୍ଷ ୪୦ କ୍ୟୁଣ୍ଟାଲ ଅମଳ ହେବାର ସୃଷ୍ଟି ହୋଇଛି ସମ୍ଭାବନା ।
#ArgusNews #Thailandredber #farmers #GoodNews #irrigation #fertilizers #harvesting #Keonjhar #Odisha