ସ୍ବାମୀ ରୋଗାକ୍ରାନ୍ତ । କରିପାରୁନାହାନ୍ତି କାମ । ଘରେ ଅବିବାହିତ ୩ ଝିଅ ସାଙ୍ଗକୁ ନାତି ସହିତ ରହୁଛି ବିଧବା ଝିଅ । ଏବଳି ୭ ପ୍ରାଣୀ କୁଟୁମ୍ବଙ୍କ ପାଇଁ ରାତି ପାହିଲେ ଅନ୍ନ ଚିନ୍ତା ଡାଳିମ୍ବ ବେହେରାଙ୍କୁ ସଜାଇ ଦେଇଛି ବୁଲା ବେପାରୀ । ମୁଣ୍ତ ଉପରେ ସଉଦା ବୋଝ ମୁଣ୍ଡାଇ ବୁଲି ବୁଲି ବିକ୍ରି କଲେ ପୁରୁଛି ପେଟ । ଘରେ ନାରୀ ଓ ବାହାରେ ପୁରୁଷ ଭୂମିକାରେ ସଂସାର ସମ୍ଭାଳୁଥିବା ଡାଳିମ୍ବ ଅନେକଙ୍କ ପାଇଁ ଦୃଷ୍ଟାନ୍ତ
#GoodNews #DalimbaBehera #Business #Bhubaneswar #Saliasahi #ArgusNews