ପୁରୁଣା ଭୁବନେଶ୍ୱର ବଡ଼ଦାଣ୍ଡରେ ରହିଛି ବଇଆ କୋରା ଖଇ ନାମରେ ଛୋଟ ଏକ ଖଇ କୋରା ଦୋକାନ । ବୈରାଗୀ ସାହୁ ଓରଫ ବଇଆଙ୍କ ପୃଷ୍ଟପୋଷକତାରେ ଏହା ଆରମ୍ଭ ହୋଇଥିବାରୁ ତାଙ୍କ ନାଁ ଅନୁସାରେ ପରିଚିତି ଲାଭ କରିଛି ୩୦୦ ବର୍ଷ ପୁରୁଣା ଏହି ଭୋଗ ଦୋକାନ । ପିଜା ,ବର୍ଗର , ମୋମୋ ଓ କେକ ଭଳି ଖାଦ୍ୟର ଜମାନାରେ ବି ବିଶେଷତ୍ୱତା ବଜାୟ ରଖିଛି ଏହି ପାରମ୍ପରିକ କୋରା ଖଇ
#ArgusNews #GoodNews #Food #Bhubaneswar #Odisha