ଚଳିତ ବର୍ଷର ଟାଣ ଖରା ସାରା ରାଜ୍ୟରେ ବୁଲା ପଶୁଙ୍କ ପାଇଁ ପାଲଟିଛି ଦୁଃଖ । ଭଦ୍ରକ ସହରରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ପାଣି ମୁନ୍ଦାଏ ପାଇଁ ବୁଲା ପଶୁ ମାନେ ଘୁରି ବୁଲୁଥିବା ବେଳେ ସେମାନଙ୍କ ସାହାରା ପାଲଟିଛି ଫ୍ରେଣ୍ଡସ ଗ୍ରୁପ। ଗ୍ରୁପର ସ୍ବେଛାସେବୀ ମାନେ ନିଜ ପକେଟରୁ ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ବସାଇଛନ୍ତି ଜଳକୁଣ୍ଡ ।
#GoodNews #Bhadrak #FriendsGroup #animals #watertanks #Odisha #ArgusNews