ଦୀପରେ ଜଳୁଥିବା ସଳିତାକୁ ତେଜି ଦେବା ପାଇଁ ଛୋଟ ଏକ କାଠିଟିଏର ରହିଛି ଆବଶ୍ୟକତା । ଏଭଳି ଏକ କାଠି ଭଳି ଭୂମିକା ନିର୍ବାହ କରୁଛନ୍ତି ନିଆଳିର ଜଣେ ଗୃହିଣୀ ସସ୍ମିତା ପାଣି । ଶିକ୍ଷାର ସୁଯୋଗରୁ ବଂଚିତ ମୁଣ୍ଡା ସାହିର ପିଲାଙ୍କୁ ଏକାଠି କରି ମାଗଣା ଶିକ୍ଷାଦାନ କରୁଛନ୍ତି ସେ । ଆବଶ୍ୟକୀୟ ଖାତା କଲମ ଦେଇ ବାଣ୍ଟିଚାଲିଛନ୍ତି ଜ୍ଞାନର ଆଲୋକ ।
#GoodNews #SasmitaDidi #education #Cuttack #Niali #Odisha #ArgusNews