#ଦୀପା_ଯିବେ_ଶାଶୁଘର
ହିନ୍ଦୁ ରୀତିନୀତି ଅନୁଯାୟୀ ଅଗ୍ନିକୁ ସାକ୍ଷୀ ରଖି ବିନା ଯୌତୁକରେ ଜୟକୃଷ୍ଣଙ୍କ ହାତ ଧରିଛନ୍ତି ଦୀପା । ଦୀପା କେବେ ବି ଭାବି ନ ଥିଲେ ଯେ ଦିନେ ତାଙ୍କର ବେଦି ବନ୍ଧାଯିବ ଆଉ ବାହାଘର ହେବ । । ଯାହା ତାଙ୍କ ଆଖି ପାଇଁ ସ୍ବପ୍ନ ଥିଲା ତାହା ଏବେ ଶଗଡେଶ୍ୱର ମନ୍ଦିର ପରିଚାଳନା କମିଟିର ସହଯୋଗ କାରଣରୁ ସାକାର ହୋଇଛି ।
#ArgusNews #GoodNews #idealmarriage #Kuchinda #Sambalpur #Odisha